ଲେଖି ଦେବା Lekhi debā

  • ଦେ. କ୍ରି (ସଂ. ଲିଖ୍ ଧାତୁ) — ଲେଖିବା କ୍ରିୟା ସମ୍ପାଦନ କରିବା — To finish writing (Something)
  • ଦେ. କ୍ରି (ସଂ. ଲିଖ୍ ଧାତୁ) — ହିସାବ ଚୁକ୍ତି କରିବା — To settle up accounts
  • ଦେ. କ୍ରି (ସଂ. ଲିଖ୍ ଧାତୁ) — [ଉ—ଧୃତରାଷ୍ଟ୍ର ରାଜା ତ ସେ ବନଜନଙ୍କୁ। ଦେଉଅଛନ୍ତିକି ଲେଖି ବର୍ତ୍ତନକୁ—କୃଷ୍ଣସିଂହ, ମହାଭାରତ. ଉଦ୍ଯୋଗ।]
  • ଦେ. କ୍ରି (ସଂ. ଲିଖ୍ ଧାତୁ) — ଦଲିଲଦ୍ୱାରା କୌଣସି ସମ୍ପତ୍ତି ଦେବା — To give away a thing by executing a document