ଲିପେଇବା Lipeibā

  • ଦେ. କ୍ରି — (ଲିପିବା କ୍ରିୟାର ଣିଜନ୍ତରୂପ) ଅନ୍ୟଦ୍ୱାରା ଲେପିବା କ୍ରିୟା କରାଇବା — To cause to smear