ଲିପ୍ ଇୟର୍ Lip iyar

  • ବୈଦେ. ବି (ଇଂ. ଲିପ୍ ୟିଅର୍) — ଦିନ ବିଶିଷ୍ଟ ଇଂରେଜି ବର୍ଷ — Leap year
  • ବୈଦେ. ବି (ଇଂ. ଲିପ୍ ୟିଅର୍) — [ଦ୍ର—ଯେଉଁ ମସିହାକୁ 4 ଦ୍ୱାରା ଭାଗକଲେ ଭାଗଶେଷ ରହେ ନାହିଁ ତାହାକୁ ଲିପ୍ଇଅର କହନ୍ତି—ଏହି ବର୍ଷର ଫେବୃୟାରୀ ମାସରେ 28 ଦିନ ନ ହୋଇ 29 ଦିନ ହୁଏ। ଏହି ବର୍ଷ ମଧ୍ୟରେ ଖ୍ରୀଷ୍ଟିୟ ପର୍ବମାନ ନିର୍ଦ୍ଧାରିତ ଦିନରେ ନ ପଡ଼ି ଏକଦିନ ପରେ ପଡ଼େ। ଇଂ. ଲିପ୍=କୁଦିବା—ଅର୍ଥାତ୍ ଗୋଟାଏ ଦିନ ଡେଇଁ ପର୍ବ ପଡ଼େ। ଏଣୁ ଏ ବର୍ଷର ନାମ ଖ୍ରୀଷ୍ଟିଆନ୍ ରାଜ୍ୟମାନଙ୍କରେ ଲିପ୍ଇଅର୍ ନାମରେ ଖ୍ୟାତ।] — [ଦ୍ର—ଯେଉଁ ମସିହାକୁ4ଦ୍ୱାରା ଭାଗକଲେ ଭାଗଶେଷ ରହେ ନାହିଁ ତାହାକୁ ଲିପ୍ଇଅର କହନ୍ତି—ଏହି ବର୍ଷର ଫେବୃୟାରୀ ମାସରେ28ଦିନ ନ ହୋଇ29ଦିନ ହୁଏ ଏହି ବର୍ଷ ମଧ୍ୟରେ ଖ୍ରୀଷ୍ଟିୟ ପର୍ବମାନ ନିର୍ଦ୍ଧାରିତ ଦିନରେ ନ ପଡ଼ି ଏକଦିନ ପରେ ପଡ଼େ ଇଂ. ଲିପ୍=କୁଦିବା—ଅର୍ଥାତ୍ ଗୋଟାଏ ଦିନ ଡେଇଁ ପର୍ବ ପଡ଼େ ଏଣୁ ଏ ବର୍ଷର ନାମ ଖ୍ରୀଷ୍ଟିଆନ୍ ରାଜ୍ୟମାନଙ୍କରେ ଲିପ୍ଇଅର୍ ନାମରେ ଖ୍ୟାତ]