ଲିପ୍ (ଧାତୁ) Lip (root)

  • ସଂ. — କୌଣସି ପଦାର୍ଥ ଉପରେ ତରଳ ପଦାର୍ଥ ପତଳା କରି ବୋଳିବା; ଲେପିବା — To plaster; to smear; to anoint
  • ସଂ. — [ଦ୍ର—ଏଥି ପୂର୍ବରେ ପ୍ର, ଅନୁ, ସମ୍ ଆଦି ଉପସର୍ଗ ଯୁକ୍ତ ହୁଏ।]
  • ସଂ. — ଘୋଡ଼ାଇବା; ଆବୃତ କରିବା — To cover; to overspread
  • ସଂ. — କଳଙ୍କିତ କରିବା — To stain; to contaminate
  • ସଂ. — (ନିଆଁ) ଜାଳିବା — To enkindle; to inflame (Apte)