ଲିପ୍ତ Lipta
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — ଉପରେ ବୋଳା ହୋଇଥିବା — Covered with a thin layer
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — (ପୁଂ.) କୃତଲେପନ; ଚର୍ଚ୍ଚିତ — Anointed; smeared
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — ସଂଯୁକ୍ତ; ସମ୍ମିଳିତ — Connected; joined; united
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — ସଂବଦ୍ଧ; ଜଡ଼ିତ — Closely connected
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — କୌଣସି ବିଷୟ ସଙ୍ଗେ ଦୃଢ଼ଭାବରେ ସମ୍ବନ୍ଧଯୁକ୍ତ — Involved or complicated in a matter; concerned
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — ପରସ୍ପର ସହିତ ସଂଯୁକ୍ତ — Conjoined to each other
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — ବିଷ ଗୋଳା ହୋଇଥିବା; ବିଷାକ୍ତ — Envenomed; poisoned
- ସଂ. ବିଣ—(ଲିପ୍ ଧାତୁ+କର୍ମ. ତ) — ଖିଆ ହୋଇଥିବା; ଭୁକ୍ତ — Eaten (Apte)
- ସଂ. ବି — ଲିପ୍ତା (ଦେଖ) — Liptā (See)