ଲିପୀ Lipī
- ସଂ. ବି (ଲିପ୍ ଧାତୁ+ଭାବ. ଇ; ଈ) — ଲେଖନ; ଲେଖା — Writing
- ସଂ. ବି (ଲିପ୍ ଧାତୁ+ଭାବ. ଇ; ଈ) — (+ କର୍ମ. ଇ) ଲିଖିତ ପତ୍ରାଦି — A written letter
- ସଂ. ବି (ଲିପ୍ ଧାତୁ+ଭାବ. ଇ; ଈ) — ଦଲିଲ — Document
- ସଂ. ବି (ଲିପ୍ ଧାତୁ+ଭାବ. ଇ; ଈ) — (+ ଭାବ. ଇ) ଅଙ୍କନ; ଚିତ୍ରକରଣ — Drawing
- ସଂ. ବି (ଲିପ୍ ଧାତୁ+ଭାବ. ଇ; ଈ) — (+ କର୍ମ. ଇ) ଅକ୍ଷର — Letter; alphabet; script
- ସଂ. ବି (ଲିପ୍ ଧାତୁ+ଭାବ. ଇ; ଈ) — (+ କରଣ. ଇ) ବର୍ଣ୍ଣମାଳା ଅଙ୍କିତ କରିବା ପଦ୍ଧତି ବା ପ୍ରଣାଳୀ — The mode of writing the alphabet