ରୋଚିବା Rochibā

  • ଦେ. କ୍ରି—(ସଂ. ରୁଚ୍ ଧାତୁ) — ରୁଚିବା (ଦେଖ) — Ruchiba (See)
  • ଦେ. କ୍ରି—(ସଂ. ରୁଚ୍ ଧାତୁ) — [ଉ— ତୋତେ ରୋଚୁ ଅବା ନ ରୋଚୁ ସେ ନ୍ଯାୟ। ରାଧାନାଥ, ଦରବାର।]
  • ଦେ. କ୍ରି—(ସଂ. ରୁଚ୍ ଧାତୁ) — ଖାଇବାକୁ ଯୋଗାଇବା — To be savoury