ରୋଚନା Rochanā
- ସଂ. ବି. ସ୍ତ୍ରୀ (ରୁଚ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ) — (ବୈଦ୍ଯକ) ଗୋରୋଚନା; ଗୋଚିନା — Bijoor; a sort of yellow pigment got from the carcass of cattle
- ସଂ. ବି. ସ୍ତ୍ରୀ (ରୁଚ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ) — [ଉ— ଅଳକ ତଳ ଅଖଣ୍ଡିତ ରୋଚନା ରେଖ। କବିସୂର୍ଯ୍ୟ, କିଶୋରୀଚମ୍ପୂ ଭ. ଗୀତ।]
- ସଂ. ବି. ସ୍ତ୍ରୀ (ରୁଚ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ) — ନିର୍ମଳ ଆକାଶ — The bright sky; firmament (Apte)
- ସଂ. ବି. ସ୍ତ୍ରୀ (ରୁଚ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ) — କୂଟ ଶାଳ୍ମଳୀ — The black ṡālmaḻi tree (Apte)
- ସଂ. ବି. ସ୍ତ୍ରୀ (ରୁଚ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ) — ରକ୍ତ କମଳ — The red lotus
- ସଂ. ବି. ସ୍ତ୍ରୀ (ରୁଚ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅନ+ ଆ) — ଉତ୍ତମା ସ୍ତ୍ରୀ — A graceful woman