ରୋଚମାନ Rochamāna

  • ସଂ. ବି. ପୁଂ.—(ରୁଚ୍ ଧାତୁ+କର୍ତ୍ତୃ. ଆନ) — ଦୀପ୍ୟମାନ; ଉଜ୍ଜ୍ୱଳ — Shining; bright
  • ସଂ. ବି — ଅଶ୍ୱକଣ୍ଠସ୍ଥ ରୋମାବର୍ତ୍ତ ବିଶେଷ — A sort of whorl on the neck of a horse
  • ସଂ. ବି — [ଦ୍ର— ଏପରି ରୋମାବର୍ତ୍ତ ଶୁଭଜନକ ବୋଲି ଲୋକ- ବାଦ।]