ରୋଚିଷ୍ଣୁ Rochishṇu

  • ସଂ. ବିଣ.—(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — କାନ୍ତିବିଶିଷ୍ଟ — Lustrous
  • ସଂ. ବିଣ.—(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — ଉଜ୍ଜ୍ୱଳ — Shining; dazzling; brilliant
  • ସଂ. ବିଣ.—(ରୁଚ୍ ଧାତୁ+କର୍ତ୍ତୃ. ଇଷ୍ଣୁ) — ଅଳଙ୍କାରାଦି ଦ୍ୱାରା ଦୀପ୍ତିଶାଳୀ — Brilliantly decorated