ରୋଚନୀ Rochaṇī

  • ସଂ. ବି. ସ୍ତ୍ରୀ — (ରୋଚନ+ସ୍ତ୍ରୀ. ଈ)
  • ସଂ. ବି. ସ୍ତ୍ରୀ — (ବୈଦ୍ଯକ) ଚୁକ୍ରା ଖଟାପାଳଙ୍ଗ — A potherb; Bladder dock; Rumex Visicarius
  • ସଂ. ବି. ସ୍ତ୍ରୀ — ପୋଦିନା ଶାଗ — A sort of potherb; mentha
  • ସଂ. ବି. ସ୍ତ୍ରୀ — ଆମଳକୀ; ଅଅଁଳା କୋଳି — Embellic myrobalan
  • ସଂ. ବି. ସ୍ତ୍ରୀ — ଗୋରୋଚନା — Gall bladder of kine; Bijoor