ରୋଜା ଖୋଲିବା Rojā kholibā
- ଦେ. କ୍ରି — ଦିନମାନ ରୋଜା ବା ଉପବାସ ବ୍ରତ ପାଳନ କରିସାରି ସନ୍ଧ୍ୟା ପରେ ରୋଜାର ପାରଣା କରିବା — To break the Rojā fast after nightfall
- ଦେ. କ୍ରି — [ଦ୍ର— ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ରୋଜା ଖୋଲିବାକୁ ହୁଏ। ରୋଜା ଖୋଲିବାବେଳେ ଆଗକରି ସରବତ୍ ପିଇବାକୁ ହୁଏ; ତତ୍ପରେ ଅନ୍ଯ ଖାଦ୍ୟ ଖିଆଯାଏ।]