ରାମ ରଜ Rāma raja

  • ଦେ. ବି — ବାବାଜୀମାନେ, ଜାଗାପିଲାମାନେ ଓ ପୁରୀର ସାଇ— ଯାତରେ ନାଗାମାନେ ଦେହରେ ବୋଳି ହେବା ଏକ ପ୍ରକାର ହଳଦିଆ ମାଟି — A kind of yellow earth used as paint by Bābājīs, wrestlers and actors of heroic parts in operas in Orissa