ରାମ ରାଜ୍ୟ Rāma rājya
- ସଂ. ବି. ( 6 ଷ୍ଠୀ ତତ୍; ରାମ+ରାଜ୍ୟ) — ରାମଚନ୍ଦ୍ରଙ୍କ ଦ୍ୱାରା ଶାସିତ ଅଯୋଧ୍ୟା ରାଜ୍ୟ — The ancient kingdom of Oudh ruled over by Rāmachandra
- ସଂ. ବି. ( 6 ଷ୍ଠୀ ତତ୍; ରାମ+ରାଜ୍ୟ) — (ଲକ୍ଷଣାର୍ଥ)—ସୁଖ ଓ ଶାନ୍ତି ସମନ୍ୱିତ ରାଜ୍ୟ; ଧର୍ମ୍ମପାଳିତ ରାଜ୍ୟ — A kingdom governed with righteousness and where people live in happiness and peace