ରାମ ଲକ୍ଷଣ Rāma lakshana
- ସଂ. ବି — (ଦ୍ୱନ୍ଦ୍ୱ) ରାମଚନ୍ଦ୍ର ଓ ତାଙ୍କ ଅନୁଜ ଲକ୍ଷ୍ମଣ — Rāma and his younger brother Lakshmaṇa
- ସଂ. ବି — (ରାମ=ମୃଗ+ଲକ୍ଷଣ ଯାହାଙ୍କର, ବହୁବ୍ରୀହି)—ଶଶାଙ୍କ; ଚନ୍ଦ୍ର — The moon
- ସଂ. ବି — (ଉ—ବିନାଶ ତାମସୀମତେ, ରାମ ଲକ୍ଷଣଙ୍କ ଅସ୍ତେ, ନରପତି ହୋଇଲେ ବହନ ଯେ। ଭଞ୍ଜ. ବୈଦେହୀଶବିଳାସ।)