ରାମ ତୁଳସୀ Rāma tuḻasī

  • ସଂ. ବି — ଏକ ଜାତୀୟ ତୁଳସୀ ଗୁଳ୍ମ (ଏହାର ପତ୍ର ଧଳା ଓ ବଡ଼); ଧଳା ତୁଳସୀ — A species of the Holy Basil plant; Ocymum Gratessimum; the white Basil