ରାମ ଲୀଳା Rāma līḻā

  • ସଂ. ବି. ( 6 ଷ୍ଠୀ ତତ୍; ରାମ+ଲୀଳା) — ରାମଚନ୍ଦ୍ର ଅବତାର ଗ୍ରହଣ କରି ଦଶରଥଙ୍କ ପୁତ୍ରରୂପେ ଅଯୋଧ୍ୟାରେ ଜନ୍ମ ହୋଇ ସଂସାରରେ ଯେଉଁ ଲୀଳା ବା କର୍ମମାନ କରିଥିଲେ — The acts performed by Bishṇu when He assumed the incarnation of Rāma, as son of Daṡaratha
  • ଦେ. ବି — ରାମଚନ୍ଦ୍ରଙ୍କର ଜନ୍ମାବଧି ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ଘଟନାଚୟର ଅଭିନୟ; ରାମଚରିତର ଅଭିନୟ — The acting or dramatic performance of the events of the life of Rāmachandra
  • ଦେ. ବି — ରାମାୟଣର ଘଟନାବିଶେଷ ସମ୍ବନ୍ଧୀୟ ଯାତ୍ରା ଓ ନାଟ — Rude dancing and theatrical performance of particular episodes or incidents described in the Rāmāyaṇa
  • ଦେ. ବି — ଗଞ୍ଜାମର ଚିକିଟିର ଜନୈକ ସ୍ୱର୍ଗତ ରାଜା ( 18 ଶ ଶତାବ୍ଦୀର ପ୍ରାରମ୍ଭ କାଳ) ପୀତାମ୍ବର ରାଜେନ୍ଦ୍ରଙ୍କ ରଚିତ ରାମଲୀଳାବର୍ଣ୍ଣନାତ୍ମକ ପଦ୍ଯ ଗ୍ରନ୍ଥ। (ଉକ୍ତ ଲୀଳା ଗ୍ରନ୍ଥ ଗଞ୍ଜାମର ନାନା ସ୍ଥାନରେ ଯାତ୍ରା ଓ ପର୍ବମାନଙ୍କରେ ମହା ଆଡ଼ମ୍ବର ସହକାରେ ଅଭିନୀତ ହୁଏ। ଏହି ଗ୍ରନ୍ଥ ଉତ୍କଳରେ ନାଟକାଭିନୟ ପ୍ରଥମ ଅଗ୍ରଦୂତ) — ଗଞ୍ଜାମର ଚିକିଟିର ଜନୈକ ସ୍ୱର୍ଗତ ରାଜା (18ଶ ଶତାବ୍ଦୀର ପ୍ରାରମ୍ଭ କାଳ) ପୀତାମ୍ବର ରାଜେନ୍ଦ୍ରଙ୍କ ରଚିତ ରାମଲୀଳାବର୍ଣ୍ଣନାତ୍ମକ ପଦ୍ଯ ଗ୍ରନ୍ଥ (ଉକ୍ତ ଲୀଳା ଗ୍ରନ୍ଥ ଗଞ୍ଜାମର ନାନା ସ୍ଥାନରେ ଯାତ୍ରା ଓ ପର୍ବମାନଙ୍କରେ ମହା ଆଡ଼ମ୍ବର ସହକାରେ ଅଭିନୀତ ହୁଏ ଏହି ଗ୍ରନ୍ଥ ଉତ୍କଳରେ ନାଟକାଭିନୟ ପ୍ରଥମ ଅଗ୍ରଦୂତ). Name of a dramatic poem by a late king of Chikati (1791-1819)