ରାଉତରା Rāutarā

  • ଦେ. ବି. — ଖଣ୍ଡାଏତଙ୍କ ବଂଶୋପାଧିବିଶେଷ — Family title of Khaṇḍāetas
  • ଦେ. ବି. — କ୍ଷତ୍ରିୟଙ୍କ ବଂଶୋପାଧିବିଶେଷ — A family title of Kshatriyas
  • ଦେ. ବି. — ରାଜପୁତ୍ରମାନଙ୍କ ଶ୍ରେଣୀବିଭାଗ; ଉପାଧିବିଶେଷ; ରାଉତରା ସାହେବ — A title of king's sons
  • ଦେ. ବି. — ବୀରପୁରୁଷଙ୍କୁ ଦତ୍ତ ରାଜଉପାଧିବିଶେଷ — A title given to a valiant heroic person
  • ଦେ. ବି. — ଅଶ୍ୱାରୋହୀସୈନ୍ୟ — Cavalry soldier
  • ଦେ. ବି. — ଅଶ୍ୱାରୋହୀସୈନ୍ୟ— ନାୟକ — The captain of a cavalry