ରାଉଳ Rāuḻa
- ଦେ. ବି. (ସଂ. ରାଜକୁଳ) — ଖଣ୍ଡାଏତ ଓ କ୍ଷତ୍ରିୟଜାତି ବିଶେଷ — Title of Kshatriya and Khaṇḍāeta castes
- ଦେ. ବି. (ସଂ. ରାଜକୁଳ) — ଶିବ ଓ ଦୁର୍ଗାଙ୍କ ସେବକ ମାଳିଜାତିଙ୍କ ବଂଶୋପାଧି ବିଶେଷ — A family title of Ṡūdra servants of Ṡiba and Durgā
- ଦେ. ବି. (ସଂ. ରାଜକୁଳ) — କେଳାଙ୍କ ବଂଶୋପାଧିବିଶେଷ — A family title of Keḻās