ରାଉଟୀ Rāuṭī

  • ବୈଦେ. ବି. (ଫା. ରାଓଟୀ, ତୁଳ. ସଂ. ରାଜକୁଟୀ) — ତମ୍ବୁ; ପଟ୍ଟବାସ; ବସ୍ତ୍ରଗୃହ — Tent
  • ବୈଦେ. ବି. (ଫା. ରାଓଟୀ, ତୁଳ. ସଂ. ରାଜକୁଟୀ) — (ଉ—ଏଣେ ମହାନଦୀ ଆରକୂଳରେ ସାହେବ ରାଉଟୀ ପକାଇ ବସିଥିଲା— ଫକୀରମୋହନ. ଗଳ୍ପସ୍ୱଳ୍ପ।)