ରାଉ ରାଉ Rāu rāu
- ଦେ. (ଧ୍ୱନ୍ୟନୁକରଣ) ଅ — ଡାମରା କୁଆଙ୍କ ଧ୍ୱନି — Crowing of rooks
- ଦେ. (ଧ୍ୱନ୍ୟନୁକରଣ) ଅ — (ଉ—କାଉ ବୋଲେ ରାଉ ରାଉ, ସବୁ ଦିନ କଥା ମନରେ ଥାଉ, ଏକାଦିନେ ନେବି ଦାଉ—କେଳାଗୀତ।)
- ଦେ. (ଧ୍ୱନ୍ୟନୁକରଣ) ଅ — ବଡ଼ପାଟି କରି ପୁନଃ ପୁନଃ କହିବା — Repeating a thing loudly
- ଦେ. (ଧ୍ୱନ୍ୟନୁକରଣ) ଅ — ବଡ଼ ପାଟି କରିବା — Speaking loudly