ରାଉତ Rāuta
- ଦେ. ବି. ପୁଂ. (ସଂ. ରାଜପୁତ୍ର) — ଅଶ୍ୱାରୋହୀ — A rider
- ଦେ. ବି. ପୁଂ. (ସଂ. ରାଜପୁତ୍ର) — (ଉ—ଶ୍ରୀଅଙ୍ଗ ଯାକିଛି ଜାନୁରେ; ରାଉତ ଯେହ୍ନେ ଘୋଡ଼ା ପରେ—ଭୂପତି. ପ୍ରେମପଞ୍ଚାମୃତ।)
- ଦେ. ବି. ପୁଂ. (ସଂ. ରାଜପୁତ୍ର) — ଅଶ୍ୱାରୋହୀ ସେନା — A cavalry soldier
- ଦେ. ବି. ପୁଂ. (ସଂ. ରାଜପୁତ୍ର) — (ଉ—ବିଚାରନ୍ତି ତହିଁ ରାଉତ ମାହୁନ୍ତ ରଥୀ ପଦାତିଏ ମିଶି—ଭଞ୍ଜ. ବୈଦେହୀଶବିଳାସ।)
- ଦେ. ବି. ପୁଂ. (ସଂ. ରାଜପୁତ୍ର) — କ୍ଷତ୍ରିୟ ଜାତିର ଶାଖାବିଶେଷ — A sect of Kshatriyas
- ଦେ. ବି. ପୁଂ. (ସଂ. ରାଜପୁତ୍ର) — ଖଣ୍ଡାଏତ ଓ ଶୂଦ୍ରମାନଙ୍କର ବଂଶୋପାଧି — Family title of Ṡūdras and Khaṇḍāetas
- ଦେ. ବି. ପୁଂ. (ସଂ. ରାଜପୁତ୍ର) — ସୈନ୍ୟ — A soldier
- ପ୍ରାଦେ (ବସ୍ତର) ବି. — ଗଉଡ଼ — Cow-herd