ରାଉଣ୍ଡ୍ ଟେବଲ୍ କନ୍ଫରେନ୍ସ Rāuṇḍ ṭebal kan-pharens

  • ବୈଦେ. ବି. (ଇଂ.) — କୌଣସି ଗୁରୁତର ବିଷୟ ତର୍କ ଓ ଆଲୋଚନାର୍ଥ
  • ବୈଦେ. ବି. (ଇଂ.) — ଭିନ୍ନଭିନ୍ନ ଦଳର ପ୍ରତିନିଧିମାନଙ୍କର ଏକତ୍ର ସମ୍ମେଳନ — Round table conference
  • ବୈଦେ. ବି. (ଇଂ.) — [ଦ୍ର—ଏବେ ଲଣ୍ଡନ୍ରେ ବିଲାତର ଓ ଭାରତର ବହୁ ରାଜନୀତିକ ଦଳର ମୁଖ୍ୟବ୍ଯକ୍ତିମାନଙ୍କ ରାଉଣ୍ଡଟେବଲ୍— କନ୍ଫରେନ୍ସର 3 ଥର ବୈଠକ ହୋଇ ଭାରତ ଶାସନ— ସଂସ୍କାର ଆଇନର ବିଧିମାନ ଆଲୋଚିତ ଓ ପ୍ରଣୀତ ହୋଇ— ଅଛି।] — [ଦ୍ର—ଏବେ ଲଣ୍ଡନ୍ରେ ବିଲାତର ଓ ଭାରତର ବହୁ ରାଜନୀତିକ ଦଳର ମୁଖ୍ୟବ୍ଯକ୍ତିମାନଙ୍କ ରାଉଣ୍ଡଟେବଲ୍— କନ୍ଫରେନ୍ସର3ଥର ବୈଠକ ହୋଇ ଭାରତ ଶାସନ— ସଂସ୍କାର ଆଇନର ବିଧିମାନ ଆଲୋଚିତ ଓ ପ୍ରଣୀତ ହୋଇ— ଅଛି]