ରଞ୍ଜିତ Ran̄jita
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ରଙ୍ଗ କରା ଯାଇଥିବା — Dyed; coloured
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ଚିତ୍ରିତ — Painted
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ସନ୍ତୋଷିତ; ମୋହିତ; ତର୍ପିତ — Pleased; satisfied; gladdened
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ଯାହାଠାରେ ଅନୁରାଗ ଜନ୍ମାଇ ଦିଆ ଯାଇଅଛି — In whom the seeds of attachment have been sown
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ମୁଗ୍ଧ — Charmed (M.W.)
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ଅନୁରକ୍ତ (ହି. ଶ) — Attached
- ସଂ. ବିଣ (ରଞ୍ଜ ଧାତୁ ଣିଚ୍=ରଞ୍ଜି ଧାତୁ+କର୍ମ ତ) — ଆଲୋକିତ — Illumined (M.W.)