ରଞ୍ଜିନୀ Ran̄jinī

  • ସଂ. ବି. ସ୍ତ୍ରୀ (ରଞ୍ଜ ଧାତୁ+କର୍ତ୍ତୃ ଇନ୍+ସ୍ତ୍ରୀ ଈ) — ନୀଳ ଗୁଳ୍ମ — Indigo plant (M.W.)
  • ସଂ. ବି. ସ୍ତ୍ରୀ (ରଞ୍ଜ ଧାତୁ+କର୍ତ୍ତୃ ଇନ୍+ସ୍ତ୍ରୀ ଈ) — ହଳଦୀ — Turmeric
  • ସଂ. ବି. ସ୍ତ୍ରୀ (ରଞ୍ଜ ଧାତୁ+କର୍ତ୍ତୃ ଇନ୍+ସ୍ତ୍ରୀ ଈ) — ମଞ୍ଜିଷ୍ଠା — Indian madder (M.W.)