ରଞ୍ଜାଳି ହେବା Ran̄jāḻi hebā

  • ଦେ. ବି—(ଉଦାହରଣ—ମୋ ଦେହ ରଞ୍ଜାଳି ହେଉଛି) — ରୋଗ ଆଦି ଯୋଗୁଁ ଦେହର ଉତ୍ତାପ ବଢ଼ିବା ଓ ଝାଳ ବହିବାଯୋଗୁଁ ଦେହରେ ଅତ୍ୟନ୍ତ ଗରମ ଅନୁଭୂତ ହେବା — A feeling of heat on account of increase of temperature in the body and perspiration
  • ଦେ. କ୍ରି (ଉଦାହରଣ—ତିନି ଦିନ ହେଲା ଏ କାମରେ ମୁଁ ରଞ୍ଜାଳି ହେଲିଣି) — 1 ବ୍ୟତିବ୍ୟସ୍ତ ହେବା; ଦହଗଞ୍ଜ ହେବା — 1ବ୍ୟତିବ୍ୟସ୍ତ ହେବା; ଦହଗଞ୍ଜ ହେବା—1. To be bothered or troubled
  • ଦେ. କ୍ରି (ଉଦାହରଣ—ତିନି ଦିନ ହେଲା ଏ କାମରେ ମୁଁ ରଞ୍ଜାଳି ହେଲିଣି) — ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ହେବା — To be awfully busy
  • ଦେ. କ୍ରି (ଉଦାହରଣ—ତିନି ଦିନ ହେଲା ଏ କାମରେ ମୁଁ ରଞ୍ଜାଳି ହେଲିଣି) — ବ୍ୟସ୍ତ ହୋଇ ଖୋଜିବା — To search for a thing very anxiously