ରଞ୍ଜିତ ଦୃଷ୍ଟି Ran̄jita dṛushṭi

  • ସଂ. ବି (ଆଧୁନିକ) — ନେତ୍ର ରୋଗବିଶେଷ; ଯାହାଯୋଗୁଁ ପଦାର୍ଥମାନ ରୋଗୀର ଆଖିକୁ ରଞ୍ଜିତ ବା ରଙ୍ଗବିଶିଷ୍ଟ ଦେଖାଯାଏ — Chromatopsia; coloured vision