ରଞ୍ଜେଇବା Ran̄jeibā
- ଦେ. କ୍ରି — ରଞ୍ଜିବା କ୍ରିୟାର ଣିଜନ୍ତ ରୂପ — Causative form of Ran̄jibā
- ଦେ. କ୍ରି — ରଞ୍ଜିତ କରିବା — To dye
- ଦେ. କ୍ରି — ସନ୍ତୁଷ୍ଟ କରିବା — To please
- ଦେ. କ୍ରି — [ଉ—ଧର୍ମରେ ସେ ପ୍ରଜାମାନଙ୍କୁ ରଞ୍ଜିଲେ। କୃଷ୍ଣସିଂହ. ମହାଭାରତ ଆଦି।]
- ଦେ. କ୍ରି — (ଫା. ରଂଜ୍) ବିରକ୍ତ କରାଇବା; ରାଗ ଜନ୍ମାଇବା — To tease; to annoy
- ଦେ. କ୍ରି — ମୁଗ୍ଧ କରିବା; ମୋହିତ କରିବା — To charm; to enchant
- ଦେ. କ୍ରି — [ଉ—ଗଞ୍ଜାଇବି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନ ଝଳି। କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଗ. ଗୀତ]
- ଦେ. କ୍ରି — ରଞ୍ଜା ଦେବା (ଦେଖ) — Ran̄jā debā (See)
- ଦେ. କ୍ରି — [ଉ—କାକୁଡ଼ି ପାଇଁକି ରଞ୍ଜା ରଞ୍ଜେଇଲି, ବଳେ ମାଡ଼ିଗଲା ପୋଇ; କାନ୍ତଙ୍କ ପାଇଁକି ଶେଯ ଶେଯାଇଲି ଶୋଇଗଲା ନଣନ୍ଦେଇ। ଢଗ।]