ରଞ୍ଜା ରଞ୍ଜି Ran̄jā ran̄ji
- ଦେ. ବି ଓ ବିଣ.—(ସଂ. ରଂଜାନ) — ଅନ୍ଯୋନ୍ୟ ମନୋରଞ୍ଜନ — Pleasing each other
- ଦେ. ବି ଓ ବିଣ.—(ସଂ. ରଂଜାନ) — [ଉ—ବେଗେ ସରାଗେ ତୋଳିଲେ, ଶିଷ୍ୟେ ଗୁରୁ ପ୍ରାୟେ ହେଲେ, ବେନି ଭ୍ରାତ ମନ ରଞ୍ଜାରଞ୍ଜି - ବିଶ୍ୱନାଥ. ବିଚିତ୍ର ରାମାୟଣ]
- ଦେ. ବି ଓ ବିଣ.—(ସଂ. ରଂଜାନ) — ଅନ୍ଯୋନ୍ୟ ପ୍ରତି ଅନୁରକ୍ତି — Attachment to each other
- ଦେ. ବି ଓ ବିଣ.—(ସଂ. ରଂଜାନ) — (ଫା. ରଂଜ୍)—ପରସ୍ପର ପ୍ରତି କ୍ରୋଧାପନ୍ନ — Angry with each other