ରଖାଇବା Rakhāibā
- ଦେ. କ୍ରି — (ରକ୍ଷ ଧାତୁ ଣିଜନ୍ତ; ରଖିବା କ୍ରିୟାର ପ୍ରୟୋଜକ ରୂପ) — The causative form of Rakhiba.)
- ଦେ. କ୍ରି — ଅନ୍ଯ ବ୍ଯକ୍ତି ଦ୍ୱାରା ରଖିବା କ୍ରିୟା କରାଇବା — To cause to be kept; to cause one to keep
- ଦେ. କ୍ରି — ଅପେକ୍ଷା କରାଇବା — To cause to wait
- ଦେ. କ୍ରି — ଜଗାଇବା; ଜଗୁଆଳି ରୂପେ ରଖିବା — To keep as a guard
- ଦେ. କ୍ରି — [ଉ—ଫଉଜ ତୁଲେ କୁଞ୍ଜଦ୍ୱାରେ ରଖାଅ ବେତ୍ରବଲ୍ଲୀ ଧାରିଣୀକି। କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ. ଗୀତ।]