ରଖି ଦେବା Rakhi debā
- ଦେ. କ୍ରି. — ସଞ୍ଚିତ କରି ରଖିବା; ସାଇତି ରଖିବା — To store up a thing
- ଦେ. କ୍ରି. — ଯଥା— ସ୍ଥାନରେ ସ୍ଥାପନ କରିବା — To place a thing in its proper place
- ଦେ. କ୍ରି. — ନ କାଢ଼ିବା; କୌଣସି ବିଷୟକୁ ବାହାରେ ପ୍ରକାଶ ନ କରିବା — Not to bring out a thing
- ଦେ. କ୍ରି. — [ଯଥା—ତୋ ପାଟ ଲୁଗାକୁ ସିନ୍ଧୁକରେ ରଖି ଦେ। ତୋ ଚଲାଖି ରଖି ଦେ।]
- ଦେ. କ୍ରି. — ବ୍ଯବହାରରେ ନ ଲଗାଇବା — Not to apply to use; not to utilise
- ଦେ. କ୍ରି. — ଉଲ୍ଲେଖ ନ କରିବା — Not to mention
- ଦେ. କ୍ରି. — [ଯଥା—ରଖି ଦେଇ ଥା ତୋ ବିଦ୍ୟାବୁଦ୍ଧି।]