ରଖି ନେବା Rakhi nebā

  • ଦେ. କ୍ରି. — ଆନୀତ କୌଣସି ଦ୍ରବ୍ୟକୁ ୱାପସ୍ ନ ଦେବା — Not to return a thing brought
  • ଦେ. କ୍ରି. — କୌଣସି ବ୍ଯକ୍ତିକୁ ନିଜ ପାଖରେ ଚାକରରୂପେ ସମ୍ଭାଳିବା ବା ପୋଷିବା — To retain a person as a servant