ରଖି ପକାଇବା Rakhi pakāibā

  • ଦେ. କ୍ରି — (ବ୍ୟଙ୍ଗ)—ରଖିବାକୁ ସମର୍ଥ ହେବା — To be able to keep or maintain or save
  • ଦେ. କ୍ରି — [ଯଥା—ତାଙ୍କର ଯେଉଁ ଅବସ୍ଥା, ତା ମୁଁ ଜାଣେ, ସେ ଗୋଟେ ପାଞ୍ଚଶହ ଟଙ୍କିଆ ଘୋଡ଼ା ରଖି ପକାଇବେ ତାଙ୍କ ମୁହଁ ଦିଶୁଛି।]