ରଖା ରଖି Rakhā rakhi
- ଦେ. ବି. ଓ ବିଣ — (ସହଚର ଶବ୍ଦ)— 1 । ରଖିବା ଆଦି କର୍ମମାନ — (ସହଚର ଶବ୍ଦ)—1 ରଖିବା ଆଦି କର୍ମମାନ—1. Acts of keeping
- ଦେ. ବି. ଓ ବିଣ — ବହୁ ବସ୍ତୁ ସଜାଡ଼ି କରି ରଖିବା; ସଜଡ଼ା ସଜଡ଼ି — Keeping of many things in order
- ଦେ. ବି. ଓ ବିଣ — ରକ୍ଷଣାବେକ୍ଷଣ; ଦ୍ରବ୍ୟକୁ ଯତ୍ନରେ ରଖିବା — Custody; taking care of thing
- ଦେ. ବି. ଓ ବିଣ — ପରସ୍ପରକୁ ରକ୍ଷା କରିବା — Protecting each other
- ଦେ. ବି. ଓ ବିଣ — [ଉ—ଅନ୍ଯୋନ୍ୟେ ତୁମ୍ଭେ ଆମ୍ଭେ ରଖା ରଖି ପ୍ରାଣ, ହୋଇ ଥାଇତ ମୋତେ ନ କହ ବଚନ। କୃଷ୍ଣସିଂହ, ମହାଭାରତ, ଶାନ୍ତି।]