ରଖାଈ Rakhāī

  • ଦେ. ବିଣ. ସ୍ତ୍ରୀ (ସଂ. ରକ୍ଷିତା) — ରକ୍ଷିତା; ପାଳିତା — Kept; maintained (female)
  • ଦେ. ବିଣ. ସ୍ତ୍ରୀ (ସଂ. ରକ୍ଷିତା) — (ଯଥା—ରଖେଈ ଭାରିଜା, ରଖେଇ ମାଇପ)
  • ବି — ରକ୍ଷିତା ସ୍ତ୍ରୀ; ପୋଇଲୀ — Concubine; a mistress
  • ବି — କୌଣସି ଦ୍ରବ୍ୟକୁ ରଖିବାପାଇଁ ପ୍ରଦତ୍ତ ମଜୁରି — Remuneration paid to a custodian or watchman