ଯାତ୍ରୀ J̄ātrī
- ସଂ. ବିଣ. ପୁଂ—(ଯାତ୍ରା+ଅଛି ଅର୍ଥରେ ଇନ୍, 1 ମା, 1 ବ.) — ଯାତ୍ରାକାରୀ — Marching; journeying
- ସଂ. ବିଣ. ପୁଂ—(ଯାତ୍ରା+ଅଛି ଅର୍ଥରେ ଇନ୍, 1 ମା, 1 ବ.) — ଭ୍ରମଣକାରୀ — Travelling
- ସଂ. ବିଣ. ପୁଂ—(ଯାତ୍ରା+ଅଛି ଅର୍ଥରେ ଇନ୍, 1 ମା, 1 ବ.) — ତୀର୍ଥ ଯାତ୍ରାକାରୀ — Starting on pilgrimage
- ସଂ. ବିଣ. ପୁଂ—(ଯାତ୍ରା+ଅଛି ଅର୍ଥରେ ଇନ୍, 1 ମା, 1 ବ.) — [ଯଥା—ଗଙ୍ଗାଯାତ୍ରୀ, ତୀର୍ଥଯାତ୍ରୀ ଇତ୍ୟାଦି]
- ବି — ତୀର୍ଥକୁ ଯିବା ବ୍ୟକ୍ତି — A pilgrim