ଯାତ୍ରୀ ଆଣିବା J̄atrī āṇibā
- ଦେ. କ୍ରି.—(ପଣ୍ଡା ବା ପଣ୍ଡାଙ୍କର ଗୁମାସ୍ତାମାନେ) — ଭାରତର ନାନା ଅଞ୍ଚଳକୁ ଯାଇ ସେଠାରୁ ଯାତ୍ରୀମାନଙ୍କୁ ମନାଇ (ପୁରୀ ଆଦି ତୀର୍ଥ ସ୍ଥାନକୁ) ଆଣିବା — To bring pilgrims to a centre of pilgrimage by recruiting them from their houses (said of pandas and their agents