ଯାତ୍ରୀ ଗାଡ଼ି J̄ātrī gāṟḍ̠i
- ଦେ. ବି — ଯେଉଁ ଗାଡ଼ିରେ ତୀର୍ଥଯାତ୍ରୀମାନଙ୍କୁ ନିଆ— ଅଣା କରାଯାଏ — Vehicles used for conveying pilgrims
- ଦେ. ବି — ପାସେଞ୍ଜର୍ ରେଳଗାଡ଼ି; ଯେଉଁ ରେଳଗାଡ଼ିରେ ଯାତ୍ରୀମାନଙ୍କୁ ନିଆଅଣା କରା ଯାଏ — Passenger train
- ଦେ. ବି — ଦେବଦର୍ଶନାର୍ଥ ତୀର୍ଥକୁ ଆସିଥିବା ଯାତ୍ରୀ ବିସୂଚିକା ଆଦି ମାରାତ୍ମକ ରୋଗ— ଗ୍ରସ୍ତ ହେଲେ, ସେମାନଙ୍କୁ ଯେଉଁ ଗାଡ଼ିରେ ଡାକ୍ତରଖାନାକୁ ବୁହାଇ ନିଆଯାଏ — Ambulance carts used for conveying cholera-stricken pilgrims to a hospital