ଯାତ୍ରିକ J̄ātrika
- ସଂ. ବିଣ.—(ଯାତ୍ରା+ସମ୍ବନ୍ଧାର୍ଥେ. ଇକ) — ଯାତ୍ରା ସମ୍ବନ୍ଧୀୟ — Relating to a journey
- ସଂ. ବିଣ.—(ଯାତ୍ରା+ସମ୍ବନ୍ଧାର୍ଥେ. ଇକ) — ପ୍ରଥାନୁଯାୟୀ — Custmary; usual
- ସଂ. ବିଣ.—(ଯାତ୍ରା+ସମ୍ବନ୍ଧାର୍ଥେ. ଇକ) — ଯାତ୍ରାର ଉପଯୋଗୀ; ଯାତ୍ରା ପାଇଁ ଶୁଭସୂଚକ — Fit for a journey; auspicious for a journey
- ସଂ. ବିଣ.—(ଯାତ୍ରା+ସମ୍ବନ୍ଧାର୍ଥେ. ଇକ) — ଯେଉଁଠାକୁ ଯାତ୍ରା କରାଯାଇ ପାରେ — (A place) where one can march to
- ସଂ. ବିଣ.—(ଯାତ୍ରା+ସମ୍ବନ୍ଧାର୍ଥେ. ଇକ) — ଯେଉଁ ଯାନାଦିଦ୍ୱାରା ଯାତ୍ରା କରା ଯାଇପାରେ — (conveyance or means) By which a person can perform a journey
- ବି — ତୀର୍ଥ ଯାତ୍ରୀ — Pilgrim
- ବି — ପଥିକ; ପାନ୍ଥ — Traveller
- ବି — ଉତ୍ସବ; ଯାତ୍ରା — A festival
- ବି — ଉପାୟ — Expedient