ଯାତ୍ରା ଲଗାଇବା J̄ātrā lagāibā

  • ଦେ. କ୍ରି—(ଲକ୍ଷଣାର୍ଥ) — କୌଣସି ସ୍ଥାନରେ କଳହ ବା ଗୋଳମାଳ ବା ଅନ୍ୟ କାର୍ଯ୍ୟ କରିବା ଦ୍ୱାରା ବହୁଲୋକ ରୁଣ୍ଡ ହେବାର କାରଣ ହେବା — To attract a crowd to a place
  • ଦେ. କ୍ରି—(ଲକ୍ଷଣାର୍ଥ) — କୌଣସି ସ୍ଥାନରେ ଗୋଳମାଳ କରିବା — To create a row at a place