ଯାଚିବା J̄āchibā

  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — କୌଣସି ବ୍ୟକ୍ତିକୁ କୌଣସି ପଦାର୍ଥ ଦେବାକୁ ସ୍ୱେଚ୍ଛାରେ କହିବା — To offer a thing voluntarily to a person
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — କୌଣସି ବ୍ୟକ୍ତି ମାଗୁ ନ ଥିବା ସ୍ଥଳେ ତାକୁ କୌଣସି ବସ୍ତୁ ଦେବାକୁ ଉଦ୍ୟତ ହେବା — To offer a thing unasked
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — ଯଥା—ମାଗି ଓଳଗି, ଯାଚି କଲ୍ୟାଣ।—ଢଗ)
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — ମନୋବାଞ୍ଛା ସିଦ୍ଧ ହେଲେ ଦେବତାଙ୍କୁ କୌଣସି ପଦାର୍ଥ ବା ବଳି ଦେବାକୁ ମାନସିକ କରିବା; ମାନତ୍ କରିବା — To vow to give a thing or sacrifice to a Deity on the fulfilment of one's wish
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — (ଉ—ଆତଙ୍ଗ କାଳେ ଯାଚନ୍ତି କୁକୁଡ଼ା, କାମ ସରିଲେ ଦିଅନ୍ତି ଲୋଫଡ଼ା—ଢଗ)
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — ପରେ ଦେବାକୁ ଅଙ୍ଗୀକାର କରିବା — To promise to give
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — ଦେବାକୁ ହାତ ବଢ଼ାଇବା — To extend one's hand to give away a thing
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — (ଉ—ମାଗି ଖାଉଥାଏ ବାସି ତୋଡ଼ାଣି, ଯାଚିଲେ ନ ଖାଏ ସର ଲବଣୀ— ଢଗ)
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — [ଦ୍ର—ଓଡ଼ିଆରେ ଯାଚିବା କ୍ରିୟାର ଏ ସବୁ ଅର୍ଥ ସଂସ୍କୃତ ଯାଚ୍ ଧାତୁର ଅର୍ଥଠାରୁ ପୃଥକ୍।]
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — କୌଣସି ପଦାର୍ଥ ପାଇବାକୁ ପ୍ରାର୍ଥନା କରିବା — To pray for a thing
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — (ଉ—[ଚାତକେ] ଅମ୍ବୁକଣା ଯାଚନ୍ତି ଆରତ ସ୍ୱରେ। ରାଧାନାଥ. ମେଘଦୂତ।)
  • ଦେ. କ୍ରି (ସଂ. ଯାଚ୍. ଧାତୁର ଓଡ଼ିଆରେ ଭିନ୍ନାର୍ଥଦ୍ୟୋତକ ଅର୍ଥ) — ପ୍ରାର୍ଥନା କରିବା; ଅନୁରୋଧ କରିବା — To pray for; to request