ଯାଚିଲା ପଦାର୍ଥ ଛାଡ଼ିବ ନାହିଁ J̄āchilā padārtha chhāṟḍ̠iba nāhiñ
- ଦେ. ପ୍ରବଚନ (ଉପଦେଶ) — କୌଣସିଲୋକ ସ୍ୱତଃପ୍ରଣୋଦିତ ହୋଇ କୌଣସି ପଦାର୍ଥକୁ ଦେବାକୁ ଇଚ୍ଛା କଲେ ଉକ୍ତ ଦାନ ଗ୍ରହଣ କରିବାକୁ ଅସ୍ୱୀକାର କରିବ ନାହିଁ — Do not refuse to take a gift which a person offers you voluntarily