ଯାଚ୍ (ଧାତୁ) J̄āch (root)

  • ସଂ — ଯାଚଞା କରିବା; ମାଗିବା; ଭିକ୍ଷା କରିବା — To ask for; to beg for
  • ସଂ — ଅନୁରୋଧ କରିବା — To request
  • ସଂ — ଆବେଦନ କରିବା — To petition
  • ସଂ — ପ୍ରାର୍ଥନା କରିବା — To pray for
  • ସଂ — ସମର୍ପଣ କରିବା — To surrender
  • ସଂ — ବିବାହ ପାଇଁ (କନ୍ୟା ପାଇବାକୁ) ପ୍ରାର୍ଥନା କରିବା — To demand (bride) in marriage (Apte)