ଯାଚି ଦେବା J̄āchi debā

  • ଦେ. କ୍ରି.—(ସଂ. ଯାଚ୍ ଧାତୁ) — ପ୍ରାର୍ଥନା କରୁ ନ ଥିବା ବ୍ୟକ୍ତିକୁ କୌଣସି ପଦାର୍ଥ ଦେବା — To give a thing without the asking
  • ଦେ. କ୍ରି.—(ସଂ. ଯାଚ୍ ଧାତୁ) — (ଉ—ପଦ ପଦକରେ ଯାଚି ଦେଉ ଥାଏ, ଶକ୍ରପଦ ମଣିନଥ ଝୁଲା। କବିସୂର୍ଯ୍ୟ. ସଙ୍ଗୀତ।)