ଯାଚିତକ J̄āchitaka

  • ସଂ. ବି (ଯାଚିତ+ନିର୍ବୃତ୍ତାର୍ଥେ. କ) — ପ୍ରାର୍ଥିତ ବସ୍ତୁ — Prayed for thing
  • ସଂ. ବି (ଯାଚିତ+ନିର୍ବୃତ୍ତାର୍ଥେ. କ) — ଭିକ୍ଷା ଲବ୍ଧ ବସ୍ତୁ — A thing got by begging (Apte)
  • ସଂ. ବି (ଯାଚିତ+ନିର୍ବୃତ୍ତାର୍ଥେ. କ) — ବ୍ୟବହାର ପାଇଁ ଉଧାର କରି ଆଣିଥିବା ବସ୍ତୁ — Any thing borrowed for use (Apte)