ଯାଁଚ୍ J̄āñch
- ଦେ. ବି (କଚିରିଆ) ସଂ. ଯାଚନ; ହିନ୍ଦିରୁ ଅନୁକୃତ ସେଟ୍ଲ୍ମେଣ୍ଟ୍ ଅଫିସ୍ ଭାଷା, ପଶ୍ଚିମା କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ) — ଭୂରାଜସ୍ୱ ବନ୍ଦୋବସ୍ତ ବା ସେଟ୍ଲମେଣ୍ଟର ଅମିନମାନଙ୍କ ଦ୍ୱାରା ମାପ ହୋଇଥିବା କ୍ଷେତ୍ରମାନଙ୍କ ବିବରଣ ଠିକ୍ରୂପେ କାଗଜରେ ଚଢ଼ି ଅଛି କି ନାହିଁ ଏହା ପରଖିବା — Checking of the maps and records of a surveyor by a higher authority
- ଦେ. ବି (କଚିରିଆ) ସଂ. ଯାଚନ; ହିନ୍ଦିରୁ ଅନୁକୃତ ସେଟ୍ଲ୍ମେଣ୍ଟ୍ ଅଫିସ୍ ଭାଷା, ପଶ୍ଚିମା କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ) — ତଦାରଖ — Inspection
- ଦେ. ବି (କଚିରିଆ) ସଂ. ଯାଚନ; ହିନ୍ଦିରୁ ଅନୁକୃତ ସେଟ୍ଲ୍ମେଣ୍ଟ୍ ଅଫିସ୍ ଭାଷା, ପଶ୍ଚିମା କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ) — ସମୀକ୍ଷଣ; ତନଖୀ; ହିସାବ ଆଦିର ପରୀକ୍ଷା — Audit; examination of accounts
- ଦେ. ବି (କଚିରିଆ) ସଂ. ଯାଚନ; ହିନ୍ଦିରୁ ଅନୁକୃତ ସେଟ୍ଲ୍ମେଣ୍ଟ୍ ଅଫିସ୍ ଭାଷା, ପଶ୍ଚିମା କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ) — ମୁକାବିଲା; ତୁଳନା — Comparison
- ଦେ. ବି (କଚିରିଆ) ସଂ. ଯାଚନ; ହିନ୍ଦିରୁ ଅନୁକୃତ ସେଟ୍ଲ୍ମେଣ୍ଟ୍ ଅଫିସ୍ ଭାଷା, ପଶ୍ଚିମା କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ) — [ଦ୍ର— ଓଡ଼ିଶାର ଭୂରାଜସ୍ୱ ସେଟ୍ଲ୍ମେଣ୍ଟ୍ — (Provincial Settlement)ବିଭାଗରେ କର୍ମ କରୁଥିବା ହିନ୍ଦୁସ୍ଥାନୀ କର୍ମଚାରୀମାନଙ୍କ ବ୍ୟବହୃତ ଯାଁଚ୍ ଶବ୍ଦ ସମ୍ପର୍କରେ ଯାଁଚ୍ ଅଫିସର୍, ଯାଁଚ୍ ଅମିନ, ଯାଁଚ୍ ହାକିମ ଆଦି କେତେଗୁଡ଼ିଏ ଶବ୍ଦ ଭାଷାରେ ପଶିଅଛି ସେଟ୍ଲମେଣ୍ଟ୍ ଅଫିସ୍ମାନଙ୍କରେ ମଧ୍ୟ ଇଂରାଜୀ ଲେଖାରେ ଏ ଶବ୍ଦ'Janch'ବ୍ୟବହୃତ ହୋଇଅଛି]