ଯହିଁକି J̄ahiñki
- ଦେ. ସର୍ବ. — ଯାହିଁକି; ଯେଉଁ ସ୍ଥାନକୁ; ଯେଉଁଠାକୁ — To which place; whereto
- ଦେ. ସର୍ବ. — ଯେଉଁ ବିଷୟ ପ୍ରତି; ଯେଉଁ କଥାକୁ — To which matter; in respect of which matter
- ଦେ. ସର୍ବ. — [ଯଥା—ମୁଁ ଯହିଁକି ଡରୁଥିଲି, ସେହି କଥା ଘଟିଲା।]
- ଦେ. ସର୍ବ. — ଯାହା ପାଇଁ — For Which
- ଦେ. ସର୍ବ. — (ଉ—ଯହିଁକି ଯେ, ବିରିକି ଚାଉଳ ତିନ୍ତେଇ ଦେ। ଢଗ।)