ଯହିଁ କୁ ଯେ J̄ahiñ kuj̄e
- ଦେ. ବାକ୍ୟାଂଶ — ଯେଉଁ ବିଷୟ ବା ବସ୍ତୁ ପ୍ରତି ଯେଉଁ ବିଷୟ ବା ବସ୍ତୁଉପଯୋଗୀ, ତାହା — That (thing or matter) which suits a thing or matter
- ଦେ. ବାକ୍ୟାଂଶ — [ଉ—ଯହିଁ କି ଯେ; ବିରିକି ଚାଉଳ ତିନ୍ତେଇ ଦେ—ଢଗ]
- ଦେ. ବାକ୍ୟାଂଶ — ଯେଉଁ କାର୍ଯ୍ୟ ପ୍ରତି ଯେଉଁ ବ୍ୟକ୍ତି ଉପଯୁକ୍ତ, ସେ — That person who is fit for a particular work