ଯହିଁତକ୍ J̄ahiñtak

  • ଦେ. ଅ — ଯାହାଁତକ୍; ଯେ ପର୍ଯ୍ୟନ୍ତ; ଯେଉଁ ସମୟ ପର୍ଯ୍ୟନ୍ତ — Till which time
  • ଦେ. ଅ — ଯେଉଁ ସ୍ଥାନ ପର୍ଯ୍ୟନ୍ତ — Upto which place
  • ଦେ. ଅ — ଯେଉଁ ଦୂରତ୍ୱ ପର୍ଯ୍ୟନ୍ତ — Upto which length or distance