ଯହିଁରୁ J̄ahiñru

  • ଦେ. ସର୍ବ — ଯେଉଁଠାରୁ; ଯେଉଁ ସ୍ଥାନରୁ — From which place; whence; wherefrom
  • ଦେ. ସର୍ବ — ଯେଉଁ ବସ୍ତୁରୁ ବା ବିଷୟରୁ — From which matter or thing
  • ଦେ. ସର୍ବ — ଯହୁଁ; ଯେଉଁ ହେତୁରୁ; ଯେଉଁ କାରଣରୁ — For which reason; on account of which